ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ :
ଋଚିରାର ପ୍ରତ୍ୟେକ ପାଦରେ କ୍ରମରେ ଜଗଣ,ଭଗଣ,ସଗଣ,ଜଗଣ ଏବଂ ଶେଷରେ ଗୋଟିଏ ଗୁରୁ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
एक वर्णवृत्त।
रुचिरा के प्रत्येक चरण में क्रम से जगण, भगण, सगण, जगण एवं अंत में एक गुरु होता है।ଅର୍ଥ : ଗୋଟିଏ ମାତ୍ରା ଛନ୍ଦ
ଉଦାହରଣ :
ଋଚିରାର ପ୍ରଥମ ଏବଂ ତୃତୀୟ୍ ପାଦରେ ଷୋହଳଟି ତଥା ଦ୍ବିତୀୟ ଏବଂ ଚତୁର୍ଥ ପାଦରେ ଚଉଦଟି ମାତ୍ରା ଥାଏ
ଅନ୍ୟ ଭାଷାରେ ଅନୁବାଦ :
एक मात्रिक छंद।
रुचिरा के पहले एवं तीसरे चरण में सोलह तथा दूसरे एवं चौथे चरण में चौदह मात्राएँ होती हैं।