ଅର୍ଥ : ଆମେରିକାର ଜଣେ ଅଭିନେତ୍ରୀ
ଉଦାହରଣ :
ଆମେ ଆଜି ଉଡ଼ ଅଭିନୀତ ଏକ ଫିଲ୍ମ ଦେଖିଲୁ
ସମକକ୍ଷ : ନଟେଲୀ ଉଡ଼
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜଣେ କୁଶଳୀ ଇଂରେଜ ସଙ୍ଗୀତକାର
ଉଦାହରଣ :
ଅଠରଶହ ଅଣସ୍ତରି ମସିହାରେ ସାର ହେନରୀ ଉଡ଼ଙ୍କ ଜନ୍ମ ହୋଇଥିଲା
ସମକକ୍ଷ : ସାର ହେନରୀ ଉଡ଼
ଅନ୍ୟ ଭାଷାରେ ଅନୁବାଦ :
* एक अंग्रेज जो कुशल संगीतकार थे।
वुड का जन्म अठारह सौ उनहत्तर में हुआ था।ଅର୍ଥ : ଜଣେ ପ୍ରଖ୍ୟାତ ଆମେରିକୀୟ ଚିତ୍ରକାର
ଉଦାହରଣ :
ଜୀବନ ସମ୍ବନ୍ଧୀୟ ଚିତ୍ରଣପାଇଁ ଉଡ଼ ଜଣାଶୁଣା
ସମକକ୍ଷ : ଗ୍ରାଣ୍ଟ ଉଡ଼
ଅନ୍ୟ ଭାଷାରେ ଅନୁବାଦ :
* एक प्रख्यात अमरीकी चित्रकार।
वुड जीवन संबंधी चित्रकारिता के लिए जाने जाते हैं।ଅର୍ଥ : ଜଣେ ଇଂରେଜୀ ମହିଳା ଉପନ୍ୟାସକାର
ଉଦାହରଣ :
ଉଡ଼ଙ୍କ ଉପନ୍ୟାସ ହତ୍ୟା,ଚୋରୀ ଆଦିଉପରେ କେନ୍ଦ୍ରିତ
ଅନ୍ୟ ଭାଷାରେ ଅନୁବାଦ :
* एक अंग्रेज महिला उपन्यासकार।
वुड के उपन्यास हत्या, चोरी आदि पर केंद्रित हैं।