ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପାଧ୍ୟକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପାଧ୍ୟକ୍ଷ   ବିଶେଷ୍ୟ

ଅର୍ଥ : କୌଣସି ସଂସ୍ଥାଆଦିରେ ଅଧ୍ୟକ୍ଷଙ୍କ ସହାୟକ ରୂପରେ, କିନ୍ତୁ ତାଙ୍କ ଅଧୀନରେ କାମ କରୁଥିବା ଅଧିକାରୀ

ଉଦାହରଣ : ଅଧ୍ୟକ୍ଷ ନରହିବା କାରଣରୁ ସଂସ୍ଥାର ଦାୟିତ୍ୱ ଉପାଧ୍ୟକ୍ଷଙ୍କ ଉପରେ ନ୍ୟସ୍ତ ହୋଇଛି


ଅନ୍ୟ ଭାଷାରେ ଅନୁବାଦ :

किसी संस्था आदि में अध्यक्ष के सहायक रूप में, पर उसके अधीन काम करनेवाला अधिकारी।

अध्यक्ष के न रहने पर संस्था की जिम्मेदारी उपाध्यक्ष के कंधे पर होती है।
उपाध्यक्ष, वाइस चेयरमैन

One ranking below or serving in the place of a chairman.

vice chairman