ଅର୍ଥ : ଯାହା ସ୍ୱୟଂସିଦ୍ଧ ନୁହେଁ,ପରନ୍ତୁ ଯାହାକୁ ତର୍କ ବା ପ୍ରମାଣଦ୍ୱାରା ସିଦ୍ଧ କରିବାର ଆବଶ୍ୟକତା ଅଛି
ଉଦାହରଣ :
ଏହି ସିଦ୍ଧାନ୍ତ ପ୍ରାମାଣ୍ୟ ଅଟେ,ଦୟାକରି ଏହାକୁ ପ୍ରମାଣିତ କରିବା ପାଇଁ ଆପଣ କୌଣସି ତର୍କ ଦିଅନ୍ତୁ
ସମକକ୍ଷ : ତର୍କ ସାପେକ୍ଷ, ପ୍ରମାଣ ସାପେକ୍ଷ, ପ୍ରାମାଣ୍ୟ
ଅନ୍ୟ ଭାଷାରେ ଅନୁବାଦ :
जो स्वयंसिद्ध न हो, बल्कि जिसे तर्क या प्रमाण से सिद्ध करना आवश्यक हो।
यह सिद्धांत उपपाद्य है, कृपया इसको सिद्ध करने के लिए आप कोई तर्क दीजिए।ଅର୍ଥ : ଯାହା ସିଦ୍ଧ କରିବାକୁ ଅଛି
ଉଦାହରଣ :
ଗଣିତଜ୍ଞ ପ୍ରମେୟ ସୂତ୍ରଗୁଡ଼ିକୁ ବୁଝାଇଲେ
ସମକକ୍ଷ : ପ୍ରମାଣସାଧ୍ୟ, ପ୍ରମେୟ, ପ୍ରାମାଣ୍ୟ
ଅନ୍ୟ ଭାଷାରେ ଅନୁବାଦ :