ଅର୍ଥ : ସେହି ସଂସ୍କାର ଯେଉଁଥିରେ ବାଳକଙ୍କୁ ଯଜ୍ଞୋପବୀତ ଧାରଣ କରାଇଦିଆଯାଏ
ଉଦାହରଣ :
ନଅ ବର୍ଷ ବୟସରେ ମୋର ଉପନୟନ ସଂସ୍କାର ହୋଇଥିଲା
ସମକକ୍ଷ : ପଇତାଘର
ଅନ୍ୟ ଭାଷାରେ ଅନୁବାଦ :
वह संस्कार जिसके अंतर्गत बालक को यज्ञोपवीत धारण कराया जाता है।
मेरा उपनयन संस्कार नौ वर्ष की अवस्था में हुआ था।