ଅର୍ଥ : ପରାମର୍ଶ କିମ୍ବା ଉପଦେଶ ଦେଉଥିବା ବ୍ୟକ୍ତି
ଉଦାହରଣ :
ସେ ନିଜ ସମସ୍ୟାଗୁଡ଼ିକରୁ ଦୂର ହେବାପାଇଁ ଜଣେ କୁଶଳ ପରାମର୍ଶଦାତାଙ୍କ ସହିତ କଥାବାର୍ତ୍ତା କରୁଛନ୍ତି
ସମକକ୍ଷ : ପରାମର୍ଶକ, ପରାମର୍ଶଦାତା
ଅନ୍ୟ ଭାଷାରେ ଅନୁବାଦ :
परामर्श या सलाह देनेवाला व्यक्ति।
वह अपनी समस्याओं से निपटने के लिए एक कुशल सलाहकार से विचार-विमर्श कर रहा है।An expert who gives advice.
An adviser helped students select their courses.