ଅର୍ଥ : ଯେଉଁ ପୌରାଣିକ ରାଜା ଧ୍ରୁବଙ୍କ ପିତା ଥିଲେ
ଉଦାହରଣ :
ଉତ୍ତାନପାଦଙ୍କର ସୁନୀତି ଓ ସୁରୁଚି ନାମରେ ଦୁଇ ପତ୍ନୀ ଥିଲେ
ଅନ୍ୟ ଭାଷାରେ ଅନୁବାଦ :
एक पौराणिक राजा जो ध्रुव के पिता थे।
उत्तानपाद की सुनीति और सुरुचि नाम की दो पत्नियाँ थीं।An imaginary being of myth or fable.
mythical being