ଅର୍ଥ : ଦୁର୍ଗଭଳି ଦୃଢ ତଥା ସୁରକ୍ଷିତ ବୋଲି ଗ୍ରହଣ କରାଯାଉଥିବା ଚାରୋଟି ଇଂଜିନଯୁକ୍ତ ଏକ ବହୁତ ବଡ ସାମରିକ ଉଡାଜାହାଜ
ଉଦାହରଣ :
ଦ୍ବିତୀୟ ବିଶ୍ବଯୁଦ୍ଧରେ ଉଡନ୍ତା ଦୁର୍ଗର ସର୍ବାଧିକ ବ୍ୟବହାର ହୋଇଥିଲା
ସମକକ୍ଷ : ଉଡନ୍ତା କିଲା, ଉଡନ୍ତା ଦୁର୍ଗ
ଅନ୍ୟ ଭାଷାରେ ଅନୁବାଦ :
A vehicle that can fly.
aircraft