ଅର୍ଥ : କାହାରିକୁ ଧ୍ୱଂସକରିବାପାଇଁ ପ୍ରବୃତ୍ତକରିବା
ଉଦାହରଣ :
କ୍ରୂରରାଜା ସିପାହୀଙ୍କଦ୍ୱାରା ପଡ଼ୋଶୀରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳକୁ ଧ୍ୱଂସକରାଇଲେ
ସମକକ୍ଷ : ଧ୍ୱଂସକରାଇବା, ନଷ୍ଟକରାଇବା, ବିନାଶକରାଇବା, ସର୍ବନାଶକରାଇବା
ଅନ୍ୟ ଭାଷାରେ ଅନୁବାଦ :
किसी को उजाड़ने में प्रवृत्त करना।
क्रूर राजा ने सिपाहियों से पड़ोसी राज्य के सीमावर्ती क्षेत्रों को उजड़वा दिया।