ଅର୍ଥ : ସାଧାରଣ ନ୍ୟାୟାଳୟ ଠାରୁ ଉଚ୍ଚ ନ୍ୟାୟାଳୟ ଯାହା ତଳ ନ୍ୟାୟାଳୟର ନିଷ୍ପତ୍ତିକୁ ବଦଳାଇ ଦେଇପାରେ
ଉଦାହରଣ :
ସେ ଉଚ୍ଚ ନ୍ୟାୟାଳୟରେ ମକଦ୍ଦମା ହାରିଗଲେ
ସମକକ୍ଷ : ହାଇକୋର୍ଟ
ଅନ୍ୟ ଭାଷାରେ ଅନୁବାଦ :
सामान्य न्यायालय से ऊँचा न्यायालय जो कि निचले न्यायालय का निर्णय बदल सकता है।
उसने उच्च न्यायालय में मुक़दमा दायर किया।The highest court in most states of the United States.
high court, state supreme court, supreme court