ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଇରାନ ନିବାସୀ
ଉଦାହରଣ : କିଛି ଇରାନୀ କୃଷିକରି ନିଜର ଜୀବନଯାପନ କରନ୍ତି
ସମକକ୍ଷ : ଇରାନବାସୀ, ପର୍ଶିୟାନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
ईरान में रहनेवाला व्यक्ति।
A native or inhabitant of Iran.
ଅର୍ଥ : ଇରାନ ଦେଶ ସହିତ ସଂବନ୍ଧିତ
ଉଦାହରଣ : ଇରାନୀ ଅର୍ଥବ୍ୟବସ୍ଥା ଅଶୋଧିତ ତେଲ ଉପରେ ନିର୍ଭର କରେ
ସମକକ୍ଷ : ପର୍ସିୟାନ
ईरान देश का या वहाँ के निवासी, भाषा, संस्कृति इत्यादि से संबंधित।
Of or relating to Iran or its people or language or culture.
ଅର୍ଥ : ଇରାନରେ ରହିବା ବ୍ୟକ୍ତି
ଉଦାହରଣ : ଏହି ବିଶ୍ୱବିଦ୍ୟାଳୟରେ କେତେକ ଇରାନୀ ଛାତ୍ର ମଧ୍ୟ ପଢ଼ନ୍ତି
ସଂସ୍ଥାପନ କରନ୍ତୁ