ଅର୍ଥ : କୌଣସି ଅପରାଧୀ ବ୍ୟକ୍ତି ବର୍ତ୍ତମାନସୁଦ୍ଧା କରିଥିବା ଅପରାଧ ଏବଂ ତାକୁ ମିଳିଥିବା ଦଣ୍ଡ ଆଦିର ବିବରଣୀ ଲେଖା ହୋଇଥିବା ପତ୍ର ବା ଲେଖ
ଉଦାହରଣ :
ପୋଲିସ କୁଖ୍ୟାତ ଅପରାଧୀର ଇତିବୃତ୍ତକ ଦେଖୁଛନ୍ତି
ସମକକ୍ଷ : ହିଷ୍ଟ୍ରୀସିଟ୍
ଅନ୍ୟ ଭାଷାରେ ଅନୁବାଦ :
किसी दुश्चरित्र व्यक्ति के किए हुए अब तक के अपराधों और उसे मिले हुए दंडों आदि का विवरण लिखा पत्र या लेख।
पुलिस कुख्यात अपराधी का इतिवृत्तक देख रही है।ଅର୍ଥ : ଯେଉଁ ପତ୍ରରେ କୌଣସି ବ୍ୟକ୍ତି ବା ଜିନିଷ ସମ୍ବନ୍ଧରେ ମୂଳଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ହୋଇଥିବା ସବୁ କଥା କାଳାନୁକ୍ରମରେ ଲେଖା ହୋଇଛି
ଉଦାହରଣ :
ମହାତ୍ମାଙ୍କ ଇତିବୃତ୍ତକକୁ ଖବର କାଗଜରେ ଛପାଯିବ
ଅନ୍ୟ ଭାଷାରେ ଅନୁବାଦ :
ऐसा पत्र जिसमें किसी आदमी या चीज के संबंध में, आदि से अब तक की सब बातें काल-क्रम से लिखी हों।
महात्मा के इतिवृत्तक को समाचार पत्र में छपवाया जाएगा।