ଅର୍ଥ : ରୁଚି ଅନୁସାରେ ଭୋଜନ ବା ଖାଦ୍ୟ ପଦାର୍ଥ
ଉଦାହରଣ :
ନିଜ ବାପାଙ୍କ ଶ୍ରାଦ୍ଧରେ ସେଠ ପଣ୍ଡିତମାନଙ୍କୁ ଇଚ୍ଛାଭୋଜନ କରାଇଲେ
ଅନ୍ୟ ଭାଷାରେ ଅନୁବାଦ :
रुचि के अनुसार भोजन या खाद्यपदार्थ।
सेठजी ने अपने पिताजी के श्राद्ध में पंडितों को इच्छाभोजन कराया।
इच्छाभोजन
The food served and eaten at one time.
meal,
repast