ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ଆଶ୍ରମରେ ରହେ ବା ଆଶ୍ରମ ହିଁ ଯାହାର ଘର
ଉଦାହରଣ : ଗାଁ-ଗାଁ ବୁଲୁଥିବା ସନ୍ଥ ଏବେ ଆଶ୍ରମବାସୀ ହୋଇ ଗଲେଣି
ସମକକ୍ଷ : ଆଶ୍ରମିକ, ଆଶ୍ରମୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो आश्रम में रहता हो या आश्रम ही जिसका घर हो।
A person who inhabits a particular place.
ସଂସ୍ଥାପନ କରନ୍ତୁ