ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ପ୍ରେମରେ ଆସକ୍ତ
ଉଦାହରଣ : ପ୍ରେମାସକ୍ତ ପୁରୁରବାଙ୍କପାଇଁ ଉର୍ବଶୀ ସ୍ୱର୍ଗ ଛାଡି ପୃଥିବୀକୁ ଆସିଥିଲେ
ସମକକ୍ଷ : ଅନୁରକ୍ତ, ଅନୁରାଗଯୁକ୍ତ, ଅନୁରାଗୀ, ପ୍ରେମଯୁକ୍ତ, ପ୍ରେମାଶକ୍ତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो प्रेम में आसक्त हो।
Associated in an exclusive sexual relationship.
ସଂସ୍ଥାପନ କରନ୍ତୁ