ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶରୀର ଉପରେ ଆଘାତଆଦି କାରଣରୁ ବା ଜନ୍ମରୁ ହୋଇଥିବା ଫୁଲା
ଉଦାହରଣ : ତା ମଥାର ବାଁ ପଟେ ଗୋଟିଏ ଆବୁ ଅଛି
ସମକକ୍ଷ : ବଥ, ବ୍ରଣ
ଅନ୍ୟ ଭାଷାରେ ଅନୁବାଦ :हिन्दी
शरीर की सतह पर चोट आदि के कारण या जन्मजात होनेवाला उभार।
ଅର୍ଥ : ଯେଉଁ ରୋଗରେ ଶରୀରରେ ଆବୁ ହୋଇଯାଏ
ଉଦାହରଣ : ବହୁତ ଔଷଧ ଖାଇଲା ପରେବି ତାଙ୍କର ଆବୁ ଭଲ ହେଲା ନାହିଁ
ସମକକ୍ଷ : ଟ୍ୟୁମର, ଫୁଲା
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक रोग जिसमें शरीर में गाँठ पड़ जाती है।
An abnormal new mass of tissue that serves no purpose.
ଅର୍ଥ : ମାଂସ ଜମା ହେବା ଫଳରେ ପଡ଼ିଥିବା ଫୁଲା
ଉଦାହରଣ : ଘାଆ ଶୁଖିଲା ପରେ ଏବେ ସେଠାରେ ଆବୁ ହୋଇଯାଇଛି
ସମକକ୍ଷ : ଫୁଲା
माँस की जमी हुई गाँठ।
ଅର୍ଥ : ଯେଉଁ ରୋଗରେ ଶରୀର ଭିତରର ଛୋଟ ଗୋଲ ଗଣ୍ଠି ଫୁଲିଯାଏ
ଉଦାହରଣ : ସେ ଗିଲଟିର ଅପରେସନ କରାଇଲ
ସମକକ୍ଷ : ଗିଲଟି
वह रोग जिसमें शरीर के अंदर की छोटी गोल ग्रंथियाँ सूज जाती हैं।
ସଂସ୍ଥାପନ କରନ୍ତୁ