ଅର୍ଥ : କୌଣସି ଭବନର ଗୋଟିଏ ତାଲାରେ ତିଆରି ହୋଇଥିବା ସଂଲଗ୍ନ କୋଠରିଗୁଡ଼ିକର ଅଲଗା ଅଲଗା ଭାଗ
ଉଦାହରଣ :
ଏହି ଭବନରେ ଏବେ ବି ଆଠ ଦଶଟି ଫ୍ଲାଟ୍ ଖାଲି ଅଛି
ସମକକ୍ଷ : ଫ୍ଲାଟ୍
ଅନ୍ୟ ଭାଷାରେ ଅନୁବାଦ :
किसी भवन के तल पर बने हुए संलग्न कमरों के अलग-अलग भाग।
इस भवन में अभी भी आठ-दस फ्लैट खाली हैं।