ଅର୍ଥ : କୌଣସି କଥାକୁ ଠିକ ନମାନି ତା ସଂପର୍କରେ କିଛି କହିବାର କ୍ରିୟା
ଉଦାହରଣ :
ଭଲ କାମ କରିବାରେ କାହାରି ଆପତ୍ତି ନରହିବା ଉଚିତ୍
ସମକକ୍ଷ : ଅନୈକ୍ୟ, ଅସମ୍ମତି, ବାଧା, ବିରୋଧ, ବିରୋଧିତା
ଅନ୍ୟ ଭାଷାରେ ଅନୁବାଦ :
किसी काम या बात के अनुचित, अव्यावहारिक, नीति-विरुद्ध या हानिकारक जान पड़ने पर उसे रोकने के उद्देश्य से कही जानेवाली विरोधी बात।
अच्छा काम करने में किसी को आपत्ति नहीं होनी चाहिए।The speech act of objecting.
objection