ଅର୍ଥ : ନିଜକୁ ନିଜେ ହତ୍ୟା କରିବା ବ୍ୟକ୍ତି
ଉଦାହରଣ :
ଅତ୍ମହତ୍ୟାକାରୀର ଚିହ୍ନଟ ଏପର୍ଯ୍ୟନ୍ତ ହୋଇନାହିଁ
ସମକକ୍ଷ : ଅତ୍ମହତ୍ୟାକାରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିଜ ହାତରେ ନିଜକୁ ମାରୁଥିବା
ଉଦାହରଣ :
ଆତ୍ମହତ୍ୟାକାରୀ ବ୍ୟକ୍ତି ନିଜଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା
ସମକକ୍ଷ : ଆତ୍ମଘାତକ, ଆତ୍ମହତ୍ୟାକାରୀ
ଅନ୍ୟ ଭାଷାରେ ଅନୁବାଦ :
Dangerous to yourself or your interests.
Suicidal impulses.