ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବର୍ଷା କିମ୍ବା ଖରାରୁ ରକ୍ଷା ପାଇବାପାଇଁ ଲୁଗାଆଦିରେ ତିଆରି ହୋଇଥିବା ଏକ ଅଚ୍ଛାଦନ ଯେଉଁଥିରେ ଲଗାଯାଇଥିବା ଧାତୁ ବା କାଠର ବାଡ଼ିକୁ ଲୋକମାନେ ହାତରେ ଧରନ୍ତି "
ଉଦାହରଣ : ବର୍ଷାରୁ ରକ୍ଷା ପାଇବାପାଇଁ ଲୋକମାନେ ଛତା ବ୍ୟବହାର କରନ୍ତି
ସମକକ୍ଷ : ଛତା
ଅନ୍ୟ ଭାଷାରେ ଅନୁବାଦ :हिन्दी English
वर्षा या धूप से बचने के लिए कपड़े आदि का बना हुआ एक आच्छादन जिसमें लगे धातु, लकड़ी आदि के डंडे को हाथ में पकड़ते हैं।
A lightweight handheld collapsible canopy.
ସଂସ୍ଥାପନ କରନ୍ତୁ