ଅର୍ଥ : ଗୋଡ଼ ଏବଂ ଜଙ୍ଘ ମଝିରେ ଥିବା ଗଣ୍ଠି ବା ଅଂଶ
ଉଦାହରଣ :
ମୁଁ ଆଣ୍ଠୁ ବ୍ୟଥାରେ ପୀଡ଼ିତ
ସମକକ୍ଷ : ଆଂଠୁ
ଅନ୍ୟ ଭାଷାରେ ଅନୁବାଦ :
Hinge joint in the human leg connecting the tibia and fibula with the femur and protected in front by the patella.
articulatio genus, genu, human knee, knee, knee joint