ଅର୍ଥ : ଯାହାଙ୍କର ସତ୍କାର କରାଯାଇନାହିଁ
ଉଦାହରଣ :
ସର୍ବପ୍ରଥମେ ଏଠାକୁ ଆସି ସତ୍କାର ହୋଇନଥିବା ବ୍ୟକ୍ତିମାନଙ୍କୁ ସତ୍କାର କର
ସମକକ୍ଷ : ସତ୍କାର ହୋଇନଥିବା
ଅନ୍ୟ ଭାଷାରେ ଅନୁବାଦ :
जिसका सत्कार न किया गया हो।
सर्वप्रथम यहाँ आये हुए असत्कृत व्यक्तियों का सत्कार करो।