ଅର୍ଥ : ବହୁତ କୁରୂପ ଥିବା ଜଣେ ଋଷି
ଉଦାହରଣ :
ଅଷ୍ଟାବକ୍ର ଋଷି ପରମ ଜ୍ଞାନୀ ଥିଲେ
ସମକକ୍ଷ : ଅଷ୍ଟବକ୍ର, ଅଷ୍ଟବକ୍ର ଋଷି, ଅଷ୍ଟାବକ୍ର ଋଷି
ଅନ୍ୟ ଭାଷାରେ ଅନୁବାଦ :
A mentor in spiritual and philosophical topics who is renowned for profound wisdom.
sage