ଅର୍ଥ : ପୁରାଣାନୁସାରେ ସର୍ପଙ୍କ ଆଠକୁଳ
ଉଦାହରଣ :
ଶେଷ,ବାସୁକି,କୁଳୀର,କର୍କଟ,ଧୃତରାଷ୍ଟ୍ର,ତକ୍ଷକ,ଅନନ୍ତ ଏବଂ ବଳାହକ ଆଦିଙ୍କ କୁଳ ଅଷ୍ଟକୁଳ
ସମକକ୍ଷ :
ଅଷ୍ଟକୁଳ
ଅନ୍ୟ ଭାଷାରେ ଅନୁବାଦ :
पुराणानुसार सर्पों के आठ कुल।
शेष, वासुकि, कुलीर, कर्कट, धृतराष्ट्र, तक्षक, अनंत और बलाहक के कुल अष्टकुल हैं।
अष्टकुल,
अष्टवंश