ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସୁନା,ରୂପା,ତମ୍ବା,ଟିଣ,ପାରା,ଦସ୍ତା,ସୀସା ଏବଂ ଲୁହା ଏହି ଆଠ ପ୍ରକାରର ଧାତୁସମୂହ
ଉଦାହରଣ : ଧାର୍ମିକ ଅନୁଷ୍ଠାନରେ ଅଷ୍ଟଧାତୁର ଅନେକ ମହତ୍ତ୍ୱ ରହିଛି
ସମକକ୍ଷ : ଅଷ୍ଟ ଧାତୁ, ଅଷ୍ଟ-ଧାତୁ
ଅନ୍ୟ ଭାଷାରେ ଅନୁବାଦ :हिन्दी
सोना, चाँदी, ताँबा, राँगा, पारा, जस्ता, सीसा और लोहा - ये आठ प्रकार की धातुएँ।
ଅର୍ଥ : ଆଠଟି ଧାତୁର ମିଶ୍ରଣରେ ତିଆରି ହୋଇଥିବା
ଉଦାହରଣ : ସେ ନିଜ ଘରର ମନ୍ଦିରରେ କୃଷ୍ଣଙ୍କର ଅଷ୍ଟଧାତୁ ମୂର୍ତ୍ତି ସ୍ଥାପନ କରିଛନ୍ତି
आठ धातुओं के मेल से बना हुआ।
ସଂସ୍ଥାପନ କରନ୍ତୁ