ଅର୍ଥ : ମାର୍ଗଶିର, ପୁଷ,ମାଘ ଓ ଫାଲ୍ଗୁନ ମାସର କୃଷ୍ଣପକ୍ଷ ଅଷ୍ଟମୀ
ଉଦାହରଣ :
ଅଷ୍ଟକାରେ ମାତୃଶ୍ରାଦ୍ଧ କରାଯାଇଥାଏ
ଅନ୍ୟ ଭାଷାରେ ଅନୁବାଦ :
अगहन, पूस, माघ तथा फाल्गुन के महीने की कृष्णपक्ष की अष्टमी।
अष्टका में मातृक श्राद्ध किया जाता है।ଅର୍ଥ : ଅଷ୍ଟମୀଦିନ କରାଯାଉଥିବା ଶ୍ରାଦ୍ଧ
ଉଦାହରଣ :
ଏଥର ଅଷ୍ଟକା ପାଇଁ ମୁଁ ଆସି ପାରିବି ନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଷ୍ଟମୀଦିନ ହେଉଥିବା କାର୍ଯ୍ୟ
ଉଦାହରଣ :
ଅଷ୍ଟକା ପାଇଁ ଗାଁକୁ ଯିବାକୁହେବ
ଅନ୍ୟ ଭାଷାରେ ଅନୁବାଦ :