ଅର୍ଥ : ଶୋକ ଦୂର କରୁଥିବା ସୁନ୍ଦର ବଗିଚା
ଉଦାହରଣ :
ଆଜି ଆମ ସମସ୍ତଙ୍କୁ ଅଶୋକ ଉଦ୍ୟାନ ଖୋଜିବାକୁ ଅଛି
ସମକକ୍ଷ : ଅଶୋକ ବନ, ଅଶୋକ ବାଟିକା
ଅର୍ଥ : ପଚିଶରୁ ତିରିଶ ଫୁଟ ଉଚ୍ଚର ଏକ ସଦାହରିତ ଗଛ ଯାହାର ପତ୍ରଗୁଡିକ ଆମ୍ବ ପତ୍ର ଭଳି ଲମ୍ବା ହୋଇଥାଏ
ଉଦାହରଣ :
ଅଶୋକ ବୃକ୍ଷ ସମଗ୍ର ଭାରତରେ ମିଳିଥାଏ
ସମକକ୍ଷ : ଅଶୋକ ବୃକ୍ଷ, ଶିଂଶପା ବୃକ୍ଷ
ଅନ୍ୟ ଭାଷାରେ ଅନୁବାଦ :
पच्चीस से तीस फुट ऊँचा एक सदाहरित पेड़ जिसकी पत्तियाँ आम की पत्तियों की तरह लंबी होती हैं।
अशोक पूरे भारत में पाया जाता है।A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
treeଅର୍ଥ : ମୌର୍ଯ୍ୟବଂଶର ଯେଉଁ ପ୍ରସିଦ୍ଧ ରାଜା ବିନ୍ଦୁସାରଙ୍କ ପୁତ୍ର ଥିଲେ
ଉଦାହରଣ :
କଳିଙ୍ଗ ଯୁଦ୍ଧ ପରେ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ
ସମକକ୍ଷ : ସମ୍ରାଟ ଅଶୋକ
ଅନ୍ୟ ଭାଷାରେ ଅନୁବାଦ :
मौर्य वंश का एक प्रसिद्ध राजा जो बिन्दुसार का पुत्र था।
कलिंग युद्ध के पश्चात अशोक ने बौद्ध धर्म ग्रहण कर लिया था।The male ruler of an empire.
emperorଅର୍ଥ : ଯେ ଶୋକରୁ ରହିତ
ଉଦାହରଣ :
ମାୟାରୁ ଉର୍ଦ୍ଧ୍ୱକୁ ଯଇଥିବା ବ୍ୟକ୍ତି ଶୋକହୀନ ହୋଇପାରେ
ଅନ୍ୟ ଭାଷାରେ ଅନୁବାଦ :