ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅରରିୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅରରିୟା   ବିଶେଷ୍ୟ

ଅର୍ଥ : ଭାରତର ବିହାର ରାଜ୍ୟର ଏକ ସହର

ଉଦାହରଣ : ତାଙ୍କ ପ୍ରାଥମିକ ଶିକ୍ଷା ଅରରିୟା ସହରରେ ହୋଇଥିଲା

ସମକକ୍ଷ : ଅରରିୟା ସହର


ଅନ୍ୟ ଭାଷାରେ ଅନୁବାଦ :

भारत के बिहार राज्य का एक शहर।

उनकी आरंभिक शिक्षा अररिया में हुई।
अररिया, अररिया शहर

ଅର୍ଥ : ଭାରତର ବିହାର ରାଜ୍ୟର ଏକ ଜିଲ୍ଲା

ଉଦାହରଣ : ଅରରିୟା ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଅରରିୟା ସହରରେ ଅବସ୍ଥିତ

ସମକକ୍ଷ : ଅରରିୟା ଜିଲ୍ଲା


ଅନ୍ୟ ଭାଷାରେ ଅନୁବାଦ :

भारत के बिहार राज्य का एक जिला।

अररिया जिले का मुख्यालय अररिया शहर में है।
अररिया, अररिया ज़िला, अररिया जिला

A region marked off for administrative or other purposes.

district, dominion, territorial dominion, territory