ଅର୍ଥ : ଗୋଟିଏ ଛନ୍ଦ
ଉଦାହରଣ :
ଚଂଦ୍ରାୟଣର ଶେଷରେ ହରିଗୀତିକାର ଦୁଇପଦ ଯୋଡ଼ିଲେ ଅମୃତକୁଣ୍ଡଳୀ ସୃଷ୍ଟିହୁଏ
ସମକକ୍ଷ : ଅମୃତକୁଂଡଳୀ ଛନ୍ଦ, ଅମୃତକୁଣ୍ଡଳୀ, ଅମୃତକୁଣ୍ଡଳୀ ଛନ୍ଦ
ଅନ୍ୟ ଭାଷାରେ ଅନୁବାଦ :
एक छंद।
अमृतकुंडली चंद्रायण के अंत में हरिगीतिका के दो पद जोड़ने से बनती है।