ଅର୍ଥ : ଯେ ପଞ୍ଚଭୂତରେ ନ ତିଆରି ହୋଇଛି
ଉଦାହରଣ :
ଶରୀର ଭୌତିକ ତତ୍ତ୍ୱରେ ତିଆରି ହୋଇଛି ଯେମିତିକି ପ୍ରାଣ ଅଭୌତିକ ତତ୍ତ୍ୱ ଅଟେ
ସମକକ୍ଷ : ଅପାର୍ଥବ
ଅନ୍ୟ ଭାଷାରେ ଅନୁବାଦ :
Not consisting of matter.
Immaterial apparitions.ଅର୍ଥ : ଯେ ପଞ୍ଚଭୂତରେ ସମ୍ବନ୍ଧ ରଖେ ନାହିଁ
ଉଦାହରଣ :
ଏହି ଭୌତିକ ଶରୀର ଭିତରେ ଅଭୌତିକ ଆତ୍ମା ବାସ କରେ
ଅନ୍ୟ ଭାଷାରେ ଅନୁବାଦ :
Not consisting of matter.
Immaterial apparitions.