ଅର୍ଥ : ମନ୍ତ୍ରଦ୍ୱାରା ସଂସ୍କାର କରାଯାଇଥିବା
ଉଦାହରଣ :
ପୂଜାରୀ ବକବକ ହେଉଥିବା ଲୋକକୁ ଅଭିମନ୍ତ୍ରିତ ପାଣି ପିଇବାକୁ ଦେଲେ
ସମକକ୍ଷ : ମନ୍ତୁରା
ଅନ୍ୟ ଭାଷାରେ ଅନୁବାଦ :
मंत्र द्वारा संस्कार किया हुआ।
पुजारी ने अकबक बोलनेवाले व्यक्ति को अभिमंत्रित जल पीने के लिए दिया।ଅର୍ଥ : ଆବାହନ କରାଯାଇଥିଲା
ଉଦାହରଣ :
ଯଜ୍ଞ ପରେ ଅଭିମନ୍ତ୍ରିତ ଦେବତାମାନଙ୍କୁ ବିଦାୟ ଦିଆଗଲା
ସମକକ୍ଷ : ଅଭିମଂତ୍ରିତ
ଅନ୍ୟ ଭାଷାରେ ଅନୁବାଦ :