ଅର୍ଥ : ସୀଧା ଠିଆହୋଇ ଡାହାଣ ହାତକୁ ମୁଣ୍ଡପାଖକୁ ନେଇ ଅଭିବାଦନ କରିବା
ଉଦାହରଣ :
ସୈନିକ ତା ଅଧିକାରୀଙ୍କୁ ସାଲ୍ୟୁଟ୍ କଲା
ସମକକ୍ଷ : ଅଭିବାଦନ ଜଣାଇବା, ସାଲ୍ୟୁଟ୍ କରିବା, ସାଲ୍ୟୁଟ୍ ମାରିବା
ଅନ୍ୟ ଭାଷାରେ ଅନୁବାଦ :
* सीधे खड़े होकर दाहिने हाथ को सर के पास ले जाकर अभिवादन करना।
सैनिक ने अपने अधिकारी को सलूट किया।