ଅର୍ଥ : ଗାଣିତିକ ତର୍କସଙ୍ଗତ ବିଧିଦ୍ୱାରା କିଛି ଗଣନା କରିବା ବା ନିର୍ଦ୍ଧାରଣ କରିବା ପ୍ରକ୍ରିୟା
ଉଦାହରଣ :
କ୍ୟାଲକୁଲେଟରଦ୍ୱାରା ଅଭିକଳନ ଶୀଘ୍ର ହୁଏ
ଅନ୍ୟ ଭାଷାରେ ଅନୁବାଦ :
गणितीय तर्क-संगत विधि से कुछ गणना करने या निर्धारित करने की प्रक्रिया।
कैलकुलेटर से अभिकलन शीघ्र हो जाता है।
अभिकलन,
संगणना