ଅର୍ଥ : ମନ୍ଦ ବା ଖରାପ ଭାଗ୍ୟ
ଉଦାହରଣ :
ଏହା ଆପଣଙ୍କ ଦୁର୍ଭାଗ୍ୟ ଯେ ଆପଣଙ୍କ ଗୋଟିଏ ବୋଲି ପୁଅ ମଦୁଆ ହୋଇଗଲା
ସମକକ୍ଷ : ଅଭାଗାପଣ, ଖରାପ ଭାଗ୍ୟ, ଛୋଟ ଭାଗ୍ୟ, ଦୁର୍ଭାଗ୍ୟ, ଭାଗ୍ୟହୀନତା, ମନ୍ଦଭାଗ୍ୟ
ଅନ୍ୟ ଭାଷାରେ ଅନୁବାଦ :
An unfortunate state resulting from unfavorable outcomes.
bad luck, ill luck, misfortune, tough luck