ଅର୍ଥ : ଜମିର ଖଜଣା ବାବଦ କୃଷକମାନଙ୍କଠାରୁ ଜମିଦାରଙ୍କଦ୍ୱାରା ନିଆଯାଉଥିବା ଅତିରିକ୍ତ କର
ଉଦାହରଣ :
କୃଷକମାନେ ଅତିରିକ୍ତ ଖଜଣା ଦେବାକୁ ମନାକଲେ
ସମକକ୍ଷ : ଅତିରିକ୍ତ ଖଜଣା
ଅନ୍ୟ ଭାଷାରେ ଅନୁବାଦ :
Charge against a citizen's person or property or activity for the support of government.
revenue enhancement, tax, taxation