ଅର୍ଥ : ନିର୍ଦ୍ଧାରିତ ସମୟ ପରେ ଚାକିରୀରୁ ଦୂରେଇଯିବାର କ୍ରିୟା
ଉଦାହରଣ :
ଅବସର ଗ୍ରହଣ ପରେ ଶ୍ୟାମର ବାପା ଘରେ ହିଁ ରହୁଛନ୍ତି
ସମକକ୍ଷ : ଅବସର ଗ୍ରହଣ, ରିଟାୟରମେଣ୍ଟ, ସେବାନିବୃତ୍ତି
ଅନ୍ୟ ଭାଷାରେ ଅନୁବାଦ :
निर्धारित समय के बाद नौकरी से अलग हो जाने की क्रिया।
सेवानिवृत्ति के बाद श्याम के पिताजी घर पर ही रहते हैं।Withdrawal from your position or occupation.
retirement