ଅର୍ଥ : ନିଜଦ୍ୱାରା କରାଯାଇଥିବା କୌଣସି ଅନୁଚିତ କାର୍ଯ୍ୟ ସମ୍ବନ୍ଧରେ ଚିନ୍ତା କରି ପରେ ବ୍ୟଥିତ ବା ଖିନ୍ନ ହେବା
ଉଦାହରଣ :
ନିର୍ଦ୍ଦୋଷ ଶ୍ୟାମକୁ ଗାଳି ଦେବାପରେ ସେ ଅନୁତାପ କରୁଛି
ସମକକ୍ଷ : ଅନୁତାପ କରିବା, ପଶ୍ଚାତାପ କରିବା
ଅନ୍ୟ ଭାଷାରେ ଅନୁବାଦ :
अपने या किसी के द्वारा किये हुए किसी मूर्खतापूर्ण या अनुचित कार्य के संबंध में पीछे से मन में दुखी या खिन्न होना।
निर्दोष श्याम को डाँटने के बाद वह पछता रहा था।