ଅର୍ଥ : ଗଭୀର ଅନୁସନ୍ଧାନ
ଉଦାହରଣ :
ଗୀତା ବେଦ ତଥା ପୁରାଣର ମନ୍ଥନରୁ ପ୍ରାପ୍ତ ସାର
ସମକକ୍ଷ : ମନ୍ଥନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିବିଷ୍ଟ ଚିତ୍ତରେ ବିଚାର କରିବାର କର୍ମ
ଉଦାହରଣ :
ବୈଦିକ ଋଷିଗଣ ଆତ୍ମତତ୍ତ୍ବ ବିଷୟରେ ଅବଗାହନ କରିବାର ଫଳ ସ୍ବରୂପ ଆମକୁ ବେଦର ଜ୍ଞାନ ଉପଲବ୍ଧ ହେଉଛି
ଅନ୍ୟ ଭାଷାରେ ଅନୁବାଦ :
लीन होकर विचारने की क्रिया।
वैदिक ऋषियों के आत्म तत्व के विषय में अवगाहन के फलस्वरूप हमें वेद का ज्ञान उपलब्ध हुआ है।