ଅର୍ଥ : କର୍ମଚାରୀମାନଙ୍କୁ ମିଳୁଥିବା ଛୁଟୀ ସଂବଧିୟ ହିସାବପତ୍ର-
ଉଦାହରଣ :
ଅବକାଶ-ସଂଖ୍ୟାନର ଅନୁସାରେ ମୋର ଚାରିଦିନର ଛୁଟୀ ବଳକା ଅଛି
ସମକକ୍ଷ : ଅବକାଶ ସଂଖ୍ୟାନ
ଅନ୍ୟ ଭାଷାରେ ଅନୁବାଦ :
कार्यकर्त्ताओं को मिलने वाली छुट्टी से संबंधित हिसाब या लेखा।
अवकाश-संख्यान के अनुसार मेरी चार दिन की छुट्टी बची है।