ଅର୍ଥ : କୌଣସି କାମ କରିବା ବା ନକରିବା ବିଷୟରେ ଜ୍ଞାନ ନରହିବାର ଅବସ୍ଥା
ଉଦାହରଣ :
ରାଜା ଅପ୍ରତିପତ୍ତିର ନିବାରଣ ପାଇଁ ମନ୍ତ୍ରୀଙ୍କ ପାଖକୁ ଗଲେ
ଅନ୍ୟ ଭାଷାରେ ଅନୁବାଦ :
क्या करना है इसका ज्ञान न होने की अवस्था।
राजा अप्रतिपत्ति के निवारण हेतु मंत्री के पास गए।ଅର୍ଥ : ପ୍ରକୃତ ଅର୍ଥ ବୁଝିବାର ଅକ୍ଷମତା
ଉଦାହରଣ :
ଏହି ଗ୍ରନ୍ଥକୁ ନ ବୁଝିପାରିବାର କାରଣ ହେଉଛି ଅପ୍ରତିପତ୍ତି
ଅନ୍ୟ ଭାଷାରେ ଅନୁବାଦ :