ଅର୍ଥ : କୌଣସି ବସ୍ତୁକୁ ଗ୍ରହଣ ନ କରିବା ବା ଦାନ ନ ନେବାର ପ୍ରକ୍ରିୟା
ଉଦାହରଣ :
ଅପ୍ରତିଗ୍ରହଣ ତା ଜୀବନ ଶୈଳୀର ଏକ ଅଙ୍ଗ ଥିଲା
ସମକକ୍ଷ : ଅପରିଗ୍ରହ
ଅନ୍ୟ ଭାଷାରେ ଅନୁବାଦ :
किसी वस्तु को ग्रहण न करने या दान न लेने की क्रिया।
अप्रतिग्रहण उसके जीवन-शैली का एक अंग था।ଅର୍ଥ : କନ୍ୟାଦାନ ଗ୍ରହଣ ନ କରିବା ପ୍ରକ୍ରିୟା
ଉଦାହରଣ :
ବରର ଅପ୍ରତିଗ୍ରହଣ କନ୍ୟାପାଇଁ ଅଭିଶାପ ହେଲା
ଅନ୍ୟ ଭାଷାରେ ଅନୁବାଦ :