ଅର୍ଥ : ବଥ ବା ରୋଗଯୁକ୍ତ ଅଙ୍ଗଗୁଡ଼ିକର କଟାଚିରା କରିବା ପ୍ରକ୍ରିୟା
ଉଦାହରଣ :
ଏହି ରୋଗର ଚିକିତ୍ସା ଅପରେସନ୍ ଦ୍ୱାରା ହିଁ ସମ୍ଭବ
ସମକକ୍ଷ : ଅସ୍ତ୍ରୋପଚାର, ଶଲ୍ୟ ଚିକିତ୍ସା, ଶଲ୍ୟୋପଚାର, ସର୍ଜରୀ
ଅନ୍ୟ ଭାଷାରେ ଅନୁବାଦ :
वह क्रिया जिसके अंतर्गत फोड़ों, रोगयुक्त अंगों आदि को चीरते-फाड़ते हैं।
इस रोग का इलाज आपरेशन के द्वारा ही संभव है।