ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅନୁପାନ ଭେଦରେ କମ ବା ଅଧିକ ଔଷଧ ଦ୍ରବ୍ୟର ମିଶ୍ରଣ
ଉଦାହରଣ : ଅପଯୋଗ ହାନିକାରିକ ହୋଇପାରେ
ଅନ୍ୟ ଭାଷାରେ ଅନୁବାଦ :हिन्दी
नियत मात्रा से कम या अधिक औषध द्रव्यों का योग।
ଅର୍ଥ : ଅନୁଚିତ ଭାବରେ କାହାର ଧନସମ୍ପତ୍ତି କାମରେ ଲଗାଇବାର ପ୍ରକ୍ରିୟା
ଉଦାହରଣ : ଅପଯୋଜନ ବି ଏକ ପ୍ରକାର ପାପ
ସମକକ୍ଷ : ଅପବ୍ୟବହାର, ଅପଯୋଜନ
अनुचित रूप से किसी का धन या संपत्ति काम में लाने की क्रिया।
ଅର୍ଥ : ମନ୍ଦ ମିଶ୍ରଣ
ଉଦାହରଣ : ଅପଯୋଗରେ ଆମେ ନିଜର ଝିଅକୁ ବିଦାକରିବୁ ନାହିଁ
बुरा योग।
ସଂସ୍ଥାପନ କରନ୍ତୁ