ଅର୍ଥ : ଜୈନ ଶାସ୍ତ୍ରାନୁସାରେ ଜୀବାତ୍ମାକୁ ଦେହରୁ ଭିନ୍ନ ବୁଝାଇବାର କ୍ରିୟା ବା ଅବସ୍ଥା
ଉଦାହରଣ :
ଅନ୍ୟତ୍ୱଭାବନା ଆସିବା କ୍ଷଣି ମୋହମାୟା ବିନାଶ ହୋଇଯାଏ
ଅନ୍ୟ ଭାଷାରେ ଅନୁବାଦ :
जैन शास्त्र के अनुसार जीवात्मा को देह से भिन्न समझने की क्रिया या अवस्था।
अन्यत्वभावना के आते ही मोहमाया का नाश हो जाता है।