ଅର୍ଥ : ଅନ୍ନର ପରିବର୍ତ୍ତିତ ରୂପ ବା ଅନ୍ନ ପାଚନରେ ହେଉଥିବା ରକ୍ତ, ମାଂସ, ମଜ୍ଜା, ଚର୍ବି, ହାଡ଼ ତଥା ବୀର୍ଯ୍ୟ
ଉଦାହରଣ :
ଏହି ଶରୀର ଅନ୍ନବିକାରର ପୁଞ୍ଜ
ସମକକ୍ଷ : ଅନ୍ନ-ବିକାର
ଅନ୍ୟ ଭାଷାରେ ଅନୁବାଦ :
अन्न का परिवर्तित रूप या अन्न के पचने से बनने वाले रक्त, मांस, मज्जा, चरबी, हड्डी तथा वीर्य आदि।
यह शरीर अन्नविकारों का पुंज है।