ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜଠରାଗ୍ନିରେ ଅନ୍ନ ପରିପାକ ହେବା ପରେ ଉତ୍ପନ୍ନ ହେଉଥିବା ରସ
ଉଦାହରଣ : ଅଧିକାଂଶ ଅନ୍ନରସର ଅବଶୋଷଣ ଅନ୍ତ୍ରରେ ହୋଇଥାଏ
ସମକକ୍ଷ : ଅନ୍ନରସ
ଅନ୍ୟ ଭାଷାରେ ଅନୁବାଦ :हिन्दी
जठराग्नि में अन्न का परिपाक होने पर बनने वाला रस।
ସଂସ୍ଥାପନ କରନ୍ତୁ