ଅର୍ଥ : କୌଣସି ପୁରୁଣା ପ୍ରଥା, ଚଳଣି ବା ପରଂପରାକୁ ନବୁଝି ନଶୁଝି ଅନୁକରଣ କରାଯାଉଥିବା ପ୍ରକ୍ରିୟା
ଉଦାହରଣ :
ଅନ୍ଧପରଂପରାରୁ ସାବଧାନ ରହିବା ଉଚିତ
ସମକକ୍ଷ : ଅନ୍ଧପରମ୍ପରା
ଅନ୍ୟ ଭାଷାରେ ଅନୁବାଦ :
किसी पुरानी प्रथा, रूढ़ि या परंपरा का बिना सोचे समझे किया जाने वाला अनुकरण।
हमें अंध-परंपरा से बचना चाहिए।