ଅର୍ଥ : ହିନ୍ଦୁମାନଙ୍କର ଚାରିବର୍ଣ୍ଣ ମଧ୍ୟରୁ ଚତୁର୍ଥ ତଥା ଶେଷ ବର୍ଣ୍ଣର ବ୍ୟକ୍ତି
ଉଦାହରଣ :
ଆଜି ବି ଗାଁର କିଛି ଲୋକ ଶୂଦ୍ରମାନଙ୍କୁ ଛୁଇଁବା ପାପ ବୋଲି ଭାବନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶିକ୍ଷାପ୍ରାପ୍ତ କରିବାପାଇଁ ଗୁରୁଙ୍କପାଖରେ ବା ସାଙ୍ଗରେ ରହୁଥିବା ଶିଷ୍ୟ ବା ଚେଲା
ଉଦାହରଣ :
ପ୍ରାଚୀନକାଳରେ ଅନ୍ତେବାସୀଙ୍କ ପାଇଁହିଁ ଶିକ୍ଷା ସୁଲଭ ଥିଲା
ଅନ୍ୟ ଭାଷାରେ ଅନୁବାଦ :
A pupil who lives at school during term time.
boarderଅର୍ଥ : ଗାଁ ବାହାରେ ବସବାସ କରୁଥିବା ଗୋଷ୍ଠୀ ବା ସମାଜ
ଉଦାହରଣ :
ଅନ୍ତେବାସୀ ବେଳେବେଳେ ଗାଁକୁ ମଧ୍ୟ ଆସନ୍ତି
ସମକକ୍ଷ : ଅଂତେବାସୀ
ଅନ୍ୟ ଭାଷାରେ ଅନୁବାଦ :
गाँव के बाहर बसने वाला वर्ग या समाज।
अंतावशायी कभी-कभी गाँव भी आ जाते हैं।ଅର୍ଥ : ଯେ ଗୁରୁକୁଳରେ ରହେ
ଉଦାହରଣ :
ଗୁରୁକୁଳବାସୀ ବିଦ୍ୟାର୍ଥୀ ହୋଇ କୃଷ୍ଣ ଜ୍ଞାନ ଲାଭ କରିଥିଲେ
ସମକକ୍ଷ : ଗୁରୁକୁଳବାସୀ
ଅନ୍ୟ ଭାଷାରେ ଅନୁବାଦ :
जो गुरुकुल में रहता हो।
कृष्ण ने गुरुकुलवासी विद्यार्थी बनकर ज्ञान प्राप्त किया।