ଅର୍ଥ : ଯେଉଁ ପ୍ରତିଯୋଗିତାରେ ସେମିଫାଇନାଲରେ ଜିତିଥିବା ପ୍ରତିଯୋଗୀ ବା ଦଳ ଭାଗ ନିଅନ୍ତି
ଉଦାହରଣ :
ଫାଇନାଲରେ ସର୍ବଦା ଦୁଇଜଣ ପ୍ରତିଯୋଗୀ ବା ଦଳ ଭାଗ ନିଅନ୍ତି
ସମକକ୍ଷ : ଫାଇନାଲ୍, ଫାଇନାଲ୍ ମ୍ୟାଚ୍
ଅନ୍ୟ ଭାଷାରେ ଅନୁବାଦ :
वह अंतिम मैच जिसमें सेमी फाइनल में जीते प्रतियोगी या प्रतियोगी दल भाग लेते हैं।
फाइनल में हमेशा दो ही प्रतियोगी या प्रतियोगी दल पहुँचते हैं।The final match between the winners of all previous matches in an elimination tournament.
final