ଅର୍ଥ : ଅନ୍ତର୍ବେଦର ନିବାସୀ
ଉଦାହରଣ :
ହରିଦ୍ୱାରରେ ଜଣେ ଅନ୍ତର୍ବେଦୀଙ୍କ ସହ ମୋର ସାକ୍ଷାତ ହୋଇଥିଲା
ସମକକ୍ଷ : ଅଂତର୍ବେଦୀ
ଅନ୍ୟ ଭାଷାରେ ଅନୁବାଦ :
अंतर्वेद में रहनेवाला व्यक्ति।
हरिद्वार में मेरी मुलाकात एक अंतर्वेदी से हुई थी।ଅର୍ଥ : ଅନ୍ତର୍ବେଦୀରେ ବସବାସ କରୁଥିବା ଲୋକ
ଉଦାହରଣ :
ଏହି ଅନ୍ତର୍ବେଦୀ ଲୋକ ଉପରେ ମୋର ବଡ଼ ଦୟା ଆସିଲା
ସମକକ୍ଷ : ଅଂତର୍ବେଦୀ
ଅନ୍ୟ ଭାଷାରେ ଅନୁବାଦ :